୮ଦିନରେ ଖୋଲିଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଳାଶପଲ୍ଲୀ ସ୍ଥିତ ଅଫିସକୁ୧୫ ଦିନ ପରିବର୍ତ୍ତେ ୮ ଦିନରେ ଖୋଲିଲେ ବିଏମସି ଅଧିକାରୀ । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲ ହୋଇଥିଲା ଅଫିସ ।
ଅପରପକ୍ଷରେ ଅଫିସ ଖୋଲିବା ପୂର୍ବରୁ ସରକାରଙ୍କୁ ଟାର୍ଗେଟ୍ କରି ଅପରାଜିତା ସାମ୍ବାଦିକ…