ଘୁଞ୍ଚିଲା +୨ ଆଡମିଶନ୍ ନିମନ୍ତେ ଆବେଦନ ତାରିଖ
ଘୁଞ୍ଚିଲା +୨ ଆଡମିଶନ୍ ନିମନ୍ତେ ଆବେଦନ ତାରିଖ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାମସ୍ ପୋର୍ଟାଲ୍ରେ ଆବେଦନ ତାରିଖକୁ ୨୬ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାପରେ ଜୁଲାଇ ୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା ।
ପୂର୍ବରୁ…