କେମିତି ତିଆରି କରିବେ ରୋଗନ ମଟନ ଜୋଶ
ଆବଶ୍ୟକ ସାମଗ୍ରୀ: ମଟନ – ଅଧା କିଲୋ, ଜିରା – ଅଧା ଚାମଚ, ଖୁଆ – ଏକ ଛୋଟ ଚାମଚ, ବାଦାମ – ୧୦ ରୁ ୧୫ଟି, ବଡ ଅଳେଇଚ – ୨ ଟିଡ଼ା, ଳଚିନି -୨ଟି, ଲବଙ୍ଗ -୪ ରୁ ୫ ଟି, ଗୋଲମରିଚ – ଅଧା ଚାମଚ, ଶୁଖିଲା ଲଙ୍କା ଗୁଣ୍ଡ – ଗୋଟେ ଚାମଚ, ପାନମଧୁରୀ- ୨ ଚାମଚ, ଦହି – ଗୋଟେ କପ, କେଶର – ୨ ଚାମଚ,…