Browsing Tag

mother death

୩ ଦିନ ହେଲା ମାଆ ମୃତଦେହ ପାଖରେ ବସିଛି ଶିଶୁକନ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୩ ଦିନ ହେଲା ମାଆର ମୃତଦେହ ସହ ରହୁଛି ଏକ ଶିଶୁକନ୍ୟା । ଯିଏ ଏ ହୃଦୟ ବିଦାରକ ଦୃଶ୍ୟ ଦେଖୁଛି ଆଖି ଛଳଛଳ ହୋଇଯାଉଛି । ଘଟଣା ବଲାଙ୍ଗୀର ସାଗରପଡ଼ାର ଶିବ ମନ୍ଦିର ନିକଟର । ଏଠାରେ ରହୁଥିବା ଜଣେ ମହିଳାଙ୍କୁ ସାହି…