Browsing Tag

most wanted criminal

ପୋଲିସ ଏନକାଉଣ୍ଟରରେ ଘାଇଲା ହେଲା ଜିତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଖ୍ୟାତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ପୋଲିସ ଏନକାଉଣ୍ଟର ର ଶିକାର ହୋଇଛି । ଅନେକ ଦିନ ହେଲା ପୋଲିସ ଟାର୍ଗେଟ ରେ ଥିଲା ଜିତୁ । ଏହି ଏନକାଉଣ୍ଟରରେ ଜିତୁର ଡାହାଣ ଗୋଡରେ ଗୁଳି ବାଜିଛି । ସେ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛି । ପୋଲିସ ଜିତୁ ନିକଟରୁ ବନ୍ଧୁକ,…