ମଶା କାମୁଡିବା ଯନ୍ତ୍ରଣାରୁ ମୁକ୍ତି
ଦିନ ହେଉ ବା ରାତିରେ ମଶା କାମୁଡିବା ଦ୍ୱାରା ନିଦ୍ରା ଭଙ୍ଗ ହୋଇଯାଏ। ନିଦରେ ମଶା କାମୁଡିଲେ ନିଦ ମଧ୍ୟ ଖରାପ ହୋଇଯାଏ। ନିଦ ଖରାପ ହେବା ଓ ବ୍ୟସ୍ତ ଲାଗିବା ପଛର କାରଣ ମଶା କାମୁଡିବା ଦ୍ୱାରା ସ୍କିନରେ ହେଉଥିବା ଜ୍ୱଳନ ଓ କୁଣ୍ଡେଇ ହେବା କାରଣରୁ ଦାଗ ମଧ୍ୟ ପଡିଯାଏ ଓ କେବେ କେବେ ସଂକ୍ରମଣ…