Browsing Tag

Morning time Aganawadi

ସକାଳୁଆ ହେଲା ରାଜ୍ୟର ସବୁ ଅଙ୍ଗନବାଡି

ସକାଳୁଆ ହେଲା ରାଜ୍ୟର ସବୁ ଅଙ୍ଗନବାଡି । ସରକାର ଦେଲେ ନିର୍ଦ୍ଦେଶ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସମସ୍ତ ସ୍କୁଲ ସକାଳୁଆ କରିବା ପାଇଁ ଘୋଷଣା ହୋଇଥିଲା । ସକାଳ ୭ଟାରୁ ପୂର୍ବାହ୍ନ ୧୧ ଟା ୩୦ ଯାଏ ଅଙ୍ଗନବାଡି…