ହମାସ ବିରୋଧରେ ଇସ୍ରାଏଲର ଏୟାରଷ୍ଟ୍ରାଇକ; ମସଜିଦ ଉପରେ କଲା ବୋମାମାଡ, ୫୦ରୁ ଅଧିକ ମୃତ
ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ହାମାସ ଉପରେ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିଛି। ଆଜି ପାଲେଷ୍ଟାଇନର ୱେଷ୍ଟ ବ୍ୟାଙ୍କରେ ଥିବା ଏକ ମସଜିଦ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ଆକ୍ରମଣରେ ୫୦ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛି ।…