ତେଲେଙ୍ଗାନା ପରେ ତାମିଲନାଡୁରେ ବିନା ପରୀକ୍ଷାରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ପରବର୍ତ୍ତୀ କ୍ଲାସକୁ ହେବେ ଉତ୍ତୀର୍ଣ୍ଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତେଲେଙ୍ଗାନା ପରେ ତାମିଲନାଡୁ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିନା ପରୀକ୍ଷାରେ ଏବେ ତାମିଲନାଡୁର ସମସ୍ତ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତାମିଲନାଡୁରେ ଦିନକୁ…