Browsing Tag

Modi’s govt’s pro-people move! VIP quota for Hajj scrapped

ଏଣିକି ହଜ୍‌ ଯାତ୍ରାରେ ଭିଆଇପି କୋଟା ହେଲା ବନ୍ଦ

କେନ୍ଦ୍ର ସରକାର ହଜ୍ ଯାତ୍ରାକୁ ନେଇ ନେଇଛନ୍ତି ବଡ ନିଷ୍ପତ୍ତି। ଏବେ ହଜ୍‌ ଯାତ୍ରାରେ ଭିଆଇପି କଲଚର ସମ୍ପୂର୍ଣ୍ଣ ଭାବରେ ଶେଷ କରିଦିଆଯାଇଛି। ହଜ୍ ଯାତ୍ରା ପାଇଁ ଭିଆଇପି କୋଟାର ସଂରକ୍ଷିତ ସିଟ୍‌କୁ ଶେଷ କରିଦିଆଯାଇଛି। ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି,ସଂଖ୍ୟା ଲଘୁ…