Browsing Tag

Modi

ମୋଦିଙ୍କ ଆଗରେ ଏହି ୩ ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୌଠକ ବେଳେ ୩ଟି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାବି ଗୁଡିକ ହେଲା ଯୁକ୍ତ ଦୁଇ ପରୀକ୍ଷା ସରିବା ପରେ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହେଉ । ଉପସାଗରୀୟ ଦେଶରେ ଅଟକ ଓଡିଆ ଲୋକଙ୍କୁ କେନ୍ଦ୍ର ଆଣିବା…

ଆଜିଠାରୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକ, କରୋନା ମୁକାବିଲା ନେଇ ପ୍ରସ୍ତୁତ ହେବ…

ଓଡ଼ିଶାଫାଷ୍ଟ(ବ୍ୟୁରୋ):ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହୁହୁ ହୋଇ ବଢିଚାଲିଥିବାରୁ ଏହାର ସଫଳ ମୁକାବିଲା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ବୈଠକ ଆସନ୍ତାକାଲିଠାରୁ ଆରମ୍ଭହେବ। ଭିଡିଓ କନ୍‌ଫରେନସିଂ ଜରିଆରେ ଏହି ବୈଠକ ହେବାକୁ…

ବଦ୍ଧପରିକରତା ହିଁ ଆମ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ : ମୋଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):‘ଇଣ୍ଡିଆନ୍ ଚାମ୍ବର୍ ଅଫ୍ କମର୍ସ’ର (ଆଇସିସି) ୯୫ତମ ବାର୍ଷିକ ପୂର୍ଣ୍ଣ ଅଧିବେଶନ ଆଜି। ଏହି ଉଦ୍‌ଘାଟନୀ ଉତ୍ସବ ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସମଗ୍ରଦେଶ କୋଭିଡ୍-୧୯ ବିପକ୍ଷରେ ସଂଗ୍ରାମ ଚଳାଇଥିବା ସହ ଏକାଧିକ ଆହ୍ବାନ ମୁକାବିଲା…

ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୨୪ ଘଣ୍ଟା ନ ପୂରଣୁ ଓଡ଼ିଶାକୁ ମିଳିଲା ୫୦୦ କୋଟି ଅମ୍ଫାନ୍ ସହାୟତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାବାତ୍ୟା ଅମ୍ଫାନ କ୍ଷତର ଗଭୀରତା ମାପିବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପାଇଁ ଅଗ୍ରିମ ୫୦୦ କୋଟିର ସହାୟତା ଘୋଷଣା କରିଥିଲେ। ତେବେ ଘୋଷଣାର ୨୪ ଘଂଟା ନ ପୂରଣୁ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ମିଳିଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର…

ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡ଼ିଓ

https://youtu.be/2ADR37Fzs94 ଓଡ଼ିଶ ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ୫୦୦ କୋଟି ଟଙ୍କାର  ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସହାୟତା ରାଶି…

ଅପରାହ୍ନରେ ଓଡିଶା ପହଞ୍ଚିବେ ମୋଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଦ୍ବାରା ବିଧ୍ବସ୍ତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ସ୍ଥିତି ସର୍ବେକ୍ଷଣ କରିବେ। ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ରହିବେ ଏବଂ ଅପରାହ୍ଣରେ ଓଡ଼ିଶା ଗସ୍ତରେ…

କରୋନା ସ୍ଥିତି ଓ ଟିକା ବିଷୟରେ ମୋଦି-ବିଲ ଗେଟ୍ସ ଆଲୋଚନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଲ ଗେଟ୍ସଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱର ତଥା ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ କରୋନା ସଂକ୍ରମଣକୁ ଚିହ୍ନଟ କରିବା ଓ ଏହାର ମୁକାବିଲା ପାଇଁ ଟିକା ବାହାର କରିବା ଉପରେ ମଧ୍ୟ ଦୁଇ ଜଣ…

୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶର ଅର୍ଥନୀତିର ପୁନରୁତଥାନ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ଆର୍ଥିକ ପ୍ୟାକେଜ ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି । ଆସନ୍ତା କିଛି ଦିନ ଧରି ଏହି ପ୍ୟାକେଜର ଘୋଷଣା କରାଯିବ । ଏହା ୨୦୨୦ ବର୍ଷରେ…

ଦେଶରେ ବଢ଼ିବ ତାଲାବନ୍ଦ, ନୂଆ ରୂପରେ ଆସିବ ଲକଡାଉନ ୪.୦

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ପାଇଁ ପୁଣିଥରେ ଦେଶରେ ଲକଡାଉନ ଅବଧିକୁ ବୃଦ୍ଧି କରିବାର ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ଲକଡାଉନ ଆସନ୍ତା ୧୭ ତାରିଖ ମଧ୍ୟରାତ୍ରରେ ସରୁଛି। ଏହାପରେ ପୁଣିଥରେ ଦେଶରେ ଲକଡାଉନ ୪.୦ ଲାଗୁ ହେବ।ଆଜି ଦେଶବାସୀଙ୍କୁ ଉଦବୋଧନ…

ଦେଶବାସୀଙ୍କୁ ପୁଣି ଅପିଲ କଲେ ମୋଦୀ, ୫ ତାରିଖ ରାତି ୯ଟାରେ ଘରର ଆଲୁଅ ଲିଭାଇ ବାହାରେ ୯ ମିନିଟ୍ ପାଇଁ ଦୀପ, ମହମବତି,…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶବାସୀ ଙ୍କୁ ପୁଣି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏପ୍ରିଲ୍ ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହା ପରେ ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତି, ଦୀପ, ଟର୍ଚ, ମୋବାଇଲ୍ ଲାଇଟ୍ ଆଦି ଜଳାଇବାକୁ ଦେଶବାସୀଙ୍କୁ…