Browsing Tag

Modi plays general category card

ମୋଦି ଖେଳିଲେ ସାଧାରଣବର୍ଗ କାର୍ଡ, ସ୍ବାଗତ କଲେ ଲୋକେ, ବିରୋଧୀ କହିଲେ ନିର୍ବାଚନୀ ଚାଲ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆର୍ଥିକ ଦୁର୍ବଳ ଥିବା ସାଧାରଣବର୍ଗର ଲୋକଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ ।  ଚାକିରି ଓ ନାମଲେଖା କ୍ଷେତ୍ରରେ ଏହି ସଂରକ୍ଷଣର ସୁବିଧା ମିଳିବ। ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ସୋମବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ମଙ୍ଗଳବାର ଲୋକସଭା ଶୀତକାଳୀନ…