ଦୁନିଆର ସବୁଠୁ ଲମ୍ବା କ୍ରୁଜ୍ ‘ଗଙ୍ଗା ବିଳାସ’ର ଶୁଭାରମ୍ଭ କଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭର୍ଚୁଆଲ ମାଧ୍ୟମରେ ଦୁନିଆର ସବୁଠୁ ଲମ୍ବା କ୍ରୁଜ୍ ଗଙ୍ଗା ବିଳାସ ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହାକୁ ସବୁଜ ପତାକା ଦେଖାଇବା ପରେ ଏହି କ୍ରୁଜ୍ ୩୧ ଯାତ୍ରୀଙ୍କ ସହ ବାରଣାସୀର ରବିଦାସ ଘାଟରୁ ଯାତ୍ରା ଆରମ୍ଭ କରିଛି। ସବୁ ଯାତ୍ରୀ ୫୧…