Browsing Tag

Modi doesn’t belong to OBC category

ମୋଦି ଓବିସି ବର୍ଗର ନୁହଁନ୍ତି, ପଛୁଆବର୍ଗ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି:ରାହୁଲ

ଝାରସୁଗୁଡାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ବେସପାହାଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ । ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ହୋଇନଥିବା କହିଲେ ରାହୁଲ । ମୋଦି ଜେନେରାଲ କାଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ପରେ ଗୁଜୁରାଟ ସରକାର ତାଙ୍କୁ ଓବିସି…