ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ । ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ, ଜଳସମ୍ପଦ ବିଭାଗ, ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ, ମତ୍ସ୍ୟ ଓ ପଶୁ ସମ୍ପଦ, ସମବାୟ ବିଭାଗ ମୋ ସରକାରରେ ସାମିଲ ହେଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ସରକାରୀ…