Browsing Tag

MLAs are not respected: Narasingh

ବିଧାୟକ ମାନଙ୍କୁ ସମ୍ମାନ ଦିଆଯାଉନି : ନରସିଂହ

ବାରମ୍ବାର ସରକାରଙ୍କୁ ଦୃଷ୍ଟିଗୋଚର ହୋଇଥିଲେ ମଧ୍ୟ ଫଳ କିନ୍ତୁ ଶୂନ । ମୁଁ ମଧ୍ୟ ଆପଣଙ୍କୁ ଏ ବିଷୟରେ କହିଛି । ଆମେ କହିଛୁ କୌଣସି ସରକାରୀ କର୍ମଚାରୀଙ୍କୁ ଚିଠି ଲେଖିଲେ ସେମାନେ ଉତ୍ତର ରଖିବାକୁ ବାଧ୍ୟ ।ଆମେ କୌଣସି ସରକାରୀ କର୍ମଚାରୀଙ୍କୁ ଟେଲିଫୋନ କରିବୁ ସେମାନେ ଆମ ଫୋନ ଉଠାଇବେ । ଯଦି…