ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରତାପ ଜେନା
ମାହାଙ୍ଗା ଡବଲ ମର୍ଡର ମାମଲାରେ ତଳକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଜେନା । ହାଇକୋର୍ଟରେ ସେ କ୍ରିମିନାଲ ରିଭିଜନ ପିଟିସନ ଦାୟର କରିଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ସାଲେପୁର ଜେଏମ୍ଏଫ୍ସି ପ୍ରତାପଙ୍କୁ…