ଘରେ ନ ପଶୁଣୁ ବୁନୁଙ୍କ ମୁଣ୍ଡରେ ବାଜିଲାଣି ଚାଳ, ବିଜେଡ଼ି ଦଳରେ ଚର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜେଡ଼ିର ଭୁବନେଶ୍ୱର ଜିଲ୍ଲା ସଭାପତି ବଦଳି ହେବାର ମାତ୍ର ହେଇଛି କେଇଟା ଦିନ ଏବେଠୁ ଦେଖା ଦେଲାଣି ଗୋଷ୍ଠୀ କନ୍ଦଳ । ନୂତନ ଭାବେ ଜିଲ୍ଲା ସଭାପତି ଦାୟିତ୍ୱ ନେଇଥିବା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ) ଦାୟିତ୍ୱ ନେବାର ମାତ୍ର ତିନି ଚାରି ଦିନ ହେବ । ଘରେ…