Browsing Tag

Mithun Chakraborty hospitalised after complaining of chest pain

ହସ୍ପିଟାଲରେ ମିଥୁନ ଚକ୍ରବର୍ତ୍ତୀ

ବଲିଉଡ୍ ର ଭେଟରାନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳୁ ମିଥୁନ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ପ୍ରାଥମିକ ସୂଚନା ଅନୁସାରେ,…