ଭୁଲରେ ଗାଈଙ୍କୁ ଏହି ୩ ଟି ଜିନିଷ କେବେ ଖାଇବାକୁ ଦେବେନାହିଁ, ନହେଲେ ଦେଖାଯିବ ଆର୍ଥିକ ଅଭାବ
ଗାଈଙ୍କୁ ଭୁଲରେ ମଧ୍ୟ ଏହି ୩ଟି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ। ନଚେତ ମା ଲକ୍ଷ୍ମୀ ହୋଇଥାନ୍ତି କ୍ରୋଧିତ ଏବଂ ଆପଣଙ୍କ ଘରକୁ ଆସିଥାଏ ଗରିବୀ। ହିନ୍ଦୁ ଧର୍ମ ରେ ଏହା ମାନ୍ୟତା ରହିଅଛି ଯେ ଗାଈର ସେବା ଯଦି ନିସ୍ଵାର୍ଥ ଭାବରେ କରାଯାଏ ତେବେ ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଗାଈକୁ ଆମେ…