ପାକିସ୍ତାନ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରବାକୁ କରିଛି ମିଶାଇଲ ପରୀକ୍ଷଣ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନ ମିଶାଇଲ ପରୀକ୍ଷଣ କରି ଭାରତ ଉପରେ ଚାପ ପକାଇବାକୁ କରୁଛି ବୃଥା ଚେଷ୍ଟା । ଆମେରିକ, ଚିନ ପରି ରାଷ୍ଟ୍ର କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସହଯୋଗ କରିବାକୁ ମନା କରିବା ପରେ ପାକିସ୍ତାନ ସରକାରଙ୍କ ନିଦ ହଜିଯାଇଛି । ସେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ…