ରାଗ ତରକାରୀ କେମିତି ଠିକ୍ କରିବେ ଜାଣନ୍ତୁ
ରୋଷେଇ କରିବା ସହଜ କାମ ନୁହେଁ। ରୋଷେଇ ସମୟରେ ଅନେକ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ରାନ୍ଧିବା ଏକ କଳା କହିଲେ ଚଳେ, ଏଥିରେ ଭୁଲ କରିବା ସ୍ୱଭାବିକ କଥା, ତେବେ ଭୁଲକୁ ସୁଧାରିବା ପାଇଁ ଉପାୟ ଖୋଜି ପାଇଲେ ସବୁଠୁ ବୁଦ୍ଧିମାନର କାମ ହୋଇଥାଏ। ରୋଷେଇ ସମୟରେ ମହିଳାମାନଙ୍କ…