Browsing Tag

Minister of Transport

ଡ୍ରାଇଭଙ୍କ ସମସ୍ୟା ପାଇଁ ଗଠନ ହେବ କମିଟି – ପରିବହନ ମନ୍ତ୍ରୀ

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଡ୍ରାଇଭରଙ୍କ ୧୧ ଦଫା ଦାବିକୁ ନେଇ ରାଜ୍ୟ ସରକାର କମିଟି ଗଠନ ହେବ। ଏହି କମିଟି ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟ ଗସ୍ତ କରି ଡ୍ରାଇଭରଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହି କମିଟିରେ ପରିବହନ,ଶ୍ରମ,ଅର୍ଥ ଓ ପୋଲିସ ବିଭାଗର ମିଳିତ ଭାବେ…