ଖୁବଶୀଘ୍ର ଶସ୍ତା ହେବ ଦୁଗ୍ଧ ମୂଲ୍ୟ !
ସାଧାରଣ ଲୋକଙ୍କୁ ଆଶ୍ୱସ୍ତି । ମୌସୁମୀ ପରେ ଶସ୍ତା ହୋଇପାରେ ଦୁଗ୍ଧ ମୂଲ୍ୟ । ଭାରତରେ ଦୁଗ୍ଧ ମୂଲ୍ୟ ତିନି ବର୍ଷ ମଧ୍ୟରେ ୨୨ ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିରେ ଗତ ବର୍ଷର ୧୦ ପ୍ରତିଶତ ବୃଦ୍ଧି ମଧ୍ୟ ସାମିଲ ରହିଛି । କେନ୍ଦ୍ର ମତ୍ସ୍ୟପାଳନ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ…