ସମୁଦ୍ର ମଝିରେ ଓଲଟିଲା ଡ଼ଙ୍ଗା; ୪୩ ମୃତଦେହ ଉଦ୍ଧାର, ଅନେକ ଯାତ୍ରୀ ନିଖୋଜ ଥିବା ସୂଚନା
ଇଟାଲୀର କ୍ରୋଟୋନ୍ ସହର ସ୍ଥିତ ଲୋନିୟାଲ ସମୁଦ୍ର ମଝିରେ ଡଙ୍ଗା ଓଲଟି ପଡିବା ଫଳରେ ଅନେକ ଯାତ୍ରୀ ନିଖୋଜ୍ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରୁ ୪୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତଟରକ୍ଷୀ ବାହିନୀ ପକ୍ଷରୁ ଶବ ଜବତ…