୫୦୦ ଟଙ୍କାରେ ବରଣମାଳା ପିନ୍ଧାଇଲେ ସିଟି ମାଜିଷ୍ଟ୍ରେଟ ଓ ସେନା ଅଧିକାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମଧ୍ୟପ୍ରଦେଶ ଧାରରେ ହୋଇଥିବା ଏକ ବିବାହ ସମାଜ ପାଇଁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି। ଉଦାହରଣ କୌଣସି ସାଧାରଣ ଯୁବତୀ ନୁହେଁ ନିଜେ ସିଟି ମାଜିଷ୍ଟ୍ରେଟ ଓ ଭାରତୀୟ ସେନାର ଜଣେ ଅଧିକାରୀ ସୃଷ୍ଟି କରିଛନ୍ତି। ଦୁହେଁ କୌଣସି ଯାନିଯୌତୁକ, ଦାନ ଦକ୍ଷିଣା, ସୋର ଶବ୍ଦ…