Browsing Tag

merit list

ASO ଚୟନ ଅନିୟମିତତା ମାମଲା, ମେରିଟ୍ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ

ଓଡିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ପରିଚାଳିତ ASO ଚୟନ ଅନିୟମିତତା ମାମଲାକୁ ନେଇ ଦାୟର ହୋଇଥିବା ଅପିଲକୁ କାଏମ ରଖିଛନ୍ତି ହାଇକୋର୍ଟ। ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟକୁ କାଏମ ରଖିଛନ୍ତି ହାଇକୋର୍ଟ। OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିଛନ୍ତି ହାଇକୋର୍ଟ।…