Browsing Tag

Meeting in Secretariat

ତିତଲି କ୍ଷୟକ୍ଷତିର ଆକଳନ କରିବାକୁଆସନ୍ତା ସପ୍ତାହରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍, ଏସଆରସି ଦେଲେ ସୂଚନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ତିତଲିରେ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବାକୁ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ । ଆଜି ବାତ୍ୟା ତିତଲି ସମୀକ୍ଷା ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଆଜି ବାତ୍ୟା ତିତଲି ସମୀକ୍ଷା…