ପାଟକୁରା ପାଇଁ ଗୋଟି ଚାଳନା, ନବୀନ ନିବାସରେ ବସିଲା ଉଚ୍ଚସ୍ତରୀୟ ବୈଠକ
ଓଡିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୧ ଦିନ ବାକି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିର୍ବାଚନମଣ୍ଡଳୀରେ ରାଜନୈତିକ ମାହୋଲ ଯେତିକି ଉଷ୍ମ ହେଉଛି, ରାଜ୍ୟ ରାଜନୀତି ବି ସେତିକି ସରଗରମ ରହିଛି । ଗତ ଦୁଇ ସାଧାରଣ ନିର୍ବାଚନରେ ଏହି ଆସନ ବିଜେଡି ହାତେଇଥିବା…