ମହାରାଷ୍ଟ୍ରରେ ମେ’ ୩୧ ଯାଏ ବଢ଼ିଲା ଲକ୍ଡାଉନ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ ସରକାର ରାଜ୍ୟରେ ଲକ୍ଡାଉନ୍ ଅବଧିକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରାଜ୍ୟରେ ଏବେ ସ୍ଥିତିରେ କୌଣସି ସୁଧାର ଆସିବାର ସଙ୍କେତ ନଥିବା ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାର ଲକ୍ଡାଉନ୍ ୪.୦ ନେଇ…