Browsing Tag

Maximum froot eating may cause health hazard

ଫଳାହାର ସ୍ୱାସ୍ଥ୍ୟ ପାଇଁ ହିତକର, ଅଧିକ ଖାଇଲେ ଜାଣନ୍ତୁ ହେବ କ’ଣ?

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖାଦ୍ୟ ସହ ନିୟମିତ କିଛି ଫଳ ଖାଇବାକୁ ପ୍ରାୟତଃ ପରାମର୍ଶ ଦିଆଯାଇଥାଏ। ବିଭିନ୍ନ ଫଳରେ ଭିଟାମିନ, ଖଣିଜ, ଆଣ୍ଟି ଅକ୍ସିଡେଣ୍ଟ ଭରି ରହିଥାଏ। ଏଣୁ ଶରୀର ଲାଗି ଆବଶ୍ୟକ ପୋଷକ ତତ୍ୱ ଫଳରେ ଭରି ରହିଥାଏ। ଫଳ ଖାଇବା ଯୋଗୁ ଆପଣଙ୍କୁ ବିଭିନ୍ନ ରୋଗର ବିପଦରୁ ମୁକ୍ତ ରଖିଥାଏ।…