ଆଜିଠାରୁ ମାଟ୍ରିକ ସମେଟିଭ୍-୧ ଖାତା ଦେଖା
ଆଜିଠାରୁ ମାଟ୍ରିକ ସମେଟିଭ୍-୧ ଖାତା ଦେଖା ଆରମ୍ଭ ହୋଇଛି । ଫଳରେ ଏନେଇ ମୋଟ ୧୨,୪୫୦ ଜଣ ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ନିୟୋଜିତ କରାଯାଇଛି । ତେବେ ଏହି ମାଟ୍ରିକ ସମେଟିଭେ୍-୧ ଖାତା ଦେଖା ୫୬ଟି କେନ୍ଦ୍ରରେ ହେବ ବୋଲି ସୂଚନା ମିଳିଛି । ସକାଳ ୯ ଟା ଠାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଖାତା…