ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ
ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ। କୋରାପୁଟ ଜିଲ୍ଲାରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ଦାମନଯୋଡ଼ି ପରୀକ୍ଷା କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରଙ୍କ ନାଁ କୁନା ପୂଜାରୀ। ମାଲୁ ସାଆନ୍ତା ସ୍କୁଲ୍ରେ ସେ ପଢ଼ୁଥିଲେ।
ସୂଚନା ଅନୁସାରେ, ପରୀକ୍ଷା କେନ୍ଦ୍ରରେ…