Browsing Tag

Mas Basulei

ପରମ୍ପରା ନାଁରେ ନିରୀହ ଜନ୍ତୁ ହତ୍ୟା । ବାସୁଳେଇ ପୀଠରେ ପଡ଼ିଲା ବାର୍‌ହା, ମେଣ୍ଢା ବଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରୀ କଟକଣା ସତ୍ତ୍ୱେ ବଳବତ୍ତର ରହିଛି ବଳି ପ୍ରଥା । ଏବେ ବି ବିଭିନ୍ନ ପର୍ବରେ ପୂଜାର୍ଚ୍ଚନା ନାଁରେ କେତେକ ଦେବାଦେବୀ ପୀଠରେ ପଶୁପକ୍ଷୀ ବଳି ପକାଯାଉଛି । ପରମ୍ପରା ଆଳରେ ନିରୀହ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଛି । ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଏ…