ହସ୍ପିଟାଲରୁ ମାଓ ନେତା ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଧରା ହେଲା ମାଓବାଦୀ । ଏହି ଖବର ପ୍ରଚାର ହେବାପରେ ସାରା ରାଜଧାନୀ ରେ ଚହଳ ପଡିଯାଇଛି। ସେ କୌଣସି ସାଧାରଣ ମାଓବାଦୀ ନୁହଁନ୍ତି ହାଡକୋର ମାଓବାଦୀ ବୋଲି ଜଣା ପଡ଼ିଛି। ସେମାନେ ଅନ୍ୟ ରାଜ୍ୟର ମୋଷ୍ଟୱାଣ୍ଟେଡ ମାଓବାଦୀ ଥିଲେ ମାତ୍ର…