Browsing Tag

Manu bhandri death

ଲେଖିକା ମନ୍ନୁ ଭଣ୍ଡାରୀଙ୍କ ପରଲୋକ

ହିନ୍ଦୀ ସାହିତ୍ୟ ଜଗତର ଜଣେ ପ୍ରସିଦ୍ଧ ଲେଖିକା ମନ୍ନୁ ଭଣ୍ଡାରୀ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ‘ଆପକା ବଣ୍ଟି’ ଭଳି ରଚନାର ରଚୟିତା । ସୋମବାର ସକାଳେ ବିଶିଷ୍ଟ ଲେଖିକା ମନ୍ନୁ ଭଣ୍ଡାରୀଙ୍କ ପରାଲୋକ ହୋଇଛି । ତାଙ୍କର ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା…