କାଚବକ୍ସ ଭିତରେ ହେବ ମୌସୁମୀ ଅଧିବେଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବିଧାନସଭାର ମୌସୁମୀ ଅଧିବେଶନ କାଚବକ୍ସ ଭିତରେ ହେବ । ପ୍ରଥମ ଥର ପାଇଁ ଗୃହରେ କାଚବକ୍ସର ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କରୋନା ସମୟରେ ଏହି ଅଧିବେଶନ…