Browsing Tag

manoj katiyar

ମନୋଜ କଟିୟାର୍ ପରବର୍ତ୍ତୀ ଡିଜିଏମ୍ଓ ନିଯୁକ୍ତ

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ କୁମାର କଟିୟାର୍ ପରବର୍ତ୍ତୀ ମିଲିଟାରୀ ଅପରେସନ୍ ମହାନିର୍ଦ୍ଦେଶକ (ଡିଜିଏମ୍ଓ) ନିଯୁକ୍ତ ହୋଇଛନ୍ତି । ମେ ୧ ତାରିଖରେ ସେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିବେ । ଏବେ ସେ ୧-କର୍ପସ୍ର ଜେନେରାଲ୍ କମାଣ୍ଡିଂ ଅଫିସର୍ ଅଛନ୍ତି । ପୂର୍ବରୁ ସେ ଆର୍ମି…