ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ସଂପାଦିତ ପୁସ୍ତକ ‘ମଣିଷ ବ୍ୟତିରେକ’ ଉନ୍ମୋଚିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭର୍ଚୁଆଲ ମୋଡ୍ରେ ଲୋକାର୍ପିତ ହୋଇଯାଇଛି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସଂପାଦିତ ଅନନ୍ୟ ଗଳ୍ପ ପୁସ୍ତକ ‘ମଣିଷ ବ୍ୟତିରେକ’। ଏହାକୁ ଉନ୍ମୋଚନ କରିବା ଅବସରରେ ପ୍ରଖ୍ୟାତ ଲେଖିକା…