ତିହାର ଜେଲ ଗଲେ ମନିଷ ସିସୋଦିଆ
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ୭ଦିନ ରିମାଣ୍ଡ ପରେ ଜେଲ ଯାଇଛନ୍ତି । ଦିଲ୍ଲୀର ରାଉଜ ଆବେନ୍ୟୁ କୋର୍ଟ ୨୦ ମାର୍ଚ୍ଚ ଯାଏଁ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ସେ ତିହାର ଜେଲରେ ରହିବେ । ଅନ୍ୟପଟେ ହାଇକୋର୍ଟ ଆସନ୍ତା ୧୦ତାରିଖରେ ସିସୋଦିଆଙ୍କ ଜାମିନ…