ଖୋଲିବ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟର ପେଡି, ୪ ଜଣଙ୍କୁ ଅଟକ ରଖି ଚାଲିଛି ମାରାଥନ ଜେରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟର ଜିରୋ ପଏଣ୍ଟରେ ପହଁଚି ସାରିଛି କମିଶନରେଟ ପୋଲିସ । କେବଳ ଖୁଲାସାକୁ ଅପେକ୍ଷା। ଏହି ମାମଲାକୁ କମିସନରେଟ ପୋଲିସର ଇନଫୋସିଟି, ତମାଣ୍ଡୋ ଥାନା ପୋଲିସ ତଦନ୍ତ କରୁଥିବା ବେଳେ ସ୍ପେଶାଲ ସ୍କ୍ବାର୍ଡ ଏହି ମାମଲାକୁ ମନିଟରିଙ୍ଗ କରୁଛି ।…