ତ୍ରିପୁରା ଗାଦି ସମ୍ଭାଳିବେ ମାଣିକ ସାହା, ୮ରେ ନେବେ ଶପଥ
ତ୍ରିପୁରା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରାଯାଇଛି । ପୁଣିଥରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ସିଂହାସନ ଆରୋହଣ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସାହା । ଲଗାତାର ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରିବେ । ବିଧାୟକ ଦଳର ବୈଠକରେ ଏ ନେଇ ନିଷ୍ପତ୍ତି ପରେ ଆସନ୍ତା ୮…