ମଞ୍ଚେଶ୍ବରରେ ଯୁବତୀଙ୍କୁ ଛୁରି ଭୁଶି ହତ୍ୟା ଘଟଣାରେ ନୂଆ ମୋଡ଼; ଏକତରଫା ପ୍ରେମ ନୁହେଁ ଏହି କାରଣରୁ ହତ୍ୟା
ମଞ୍ଚେଶ୍ବରରେ ଯୁବତୀଙ୍କୁ ଛୁରି ଭୁଶି ହତ୍ୟା ଘଟଣାରେ ନୂଆ ମୋଡ଼ । ଦରମା ଟଙ୍କା ପାଇବାକୁ ନେଇ ହୋଇଛି ହତ୍ୟାକାଣ୍ଡ । ଯୁବତୀଙ୍କ ପରିବାର ଲୋକ ଏକତରଫା ପ୍ରେମ ନେଇ ଅଭିଯୋଗ କରିଥିଲେ । କିନ୍ତୁ ତଦନ୍ତ ବେଳେ ଆଉ କିଛି ଜଣାପଡିଥିଲା ।
ଦରମା ଟଙ୍କା ମାଗିବାକୁ ମଙ୍ଗଳବାର ଯାଇଥିଲେ…