Browsing Tag

manas murder case

ମାନସ ହତ୍ୟା ମାମଲା: ଜେଲ୍‌ରେ ଅଭିଯୁକ୍ତଙ୍କୁ ହେବ ଜେରା

ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ଭାଗ୍ୟଧର ଓ ବିବେକକୁ ପଚରାଉଚରା କରିବ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ ନେତୃତ୍ୱରେ…

ମାନସ ସହତ୍ୟା ମାମଲା, ଆଜି କୋର୍ଟରେ ହାଜର ହେବେ ଶର୍ମିଷ୍ଠା

ଭୁବନେଶ୍ଵର : ବହୁଚର୍ଚ୍ଚିତ ମାନସ ସ୍ଵାଇଁ ହତ୍ୟା ଘଟଣା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ସମସ୍ତ ଅଭିଯୁକ୍ତ ମାନେ ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର ହେବେ। ସୂଚନା ଅନୁସାରେ, ସମସ୍ତ ଅଭିଯୁକ୍ତ ମାନଙ୍କୁ ଭିଡିଓ କନ୍ଫରେନ୍ସ ମାଧ୍ୟରେ ହାଜର କରାଯିବାର ସୂଚନା।…