ସ୍ତ୍ରୀ, ପୁଅଝିଅଙ୍କ ସମେତ ୫ ଜଣଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଲା ନୃଶଂସ ସ୍ୱାମୀ
ପଞ୍ଜାବର ଜଳନ୍ଧରରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘରେ ମୃତ୍ୟୁର ତାଣ୍ଡବ ରଚିଛନ୍ତି। ବ୍ୟକ୍ତି ଜଣକ ସେଠାକୁ ଯାଇ ନିଜ ସ୍ତ୍ରୀ, ପୁଅଝିଅଙ୍କ ସହ ଶାଶୁ ଓ ଶ୍ୱଶୁରଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ଖବରରୁ ଜଣାପଡ଼ିଛି ଯେ ସ୍ତ୍ରୀ ବାପଘରୁ…