ଜୟ ଶ୍ରୀରାମ ନାରା ଶୁଣିଲେ ଚିହିଁକି ଉଠୁଛନ୍ତି ମମତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ହିଂସା ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଲୋକସଭା ନିର୍ବାଚନ ସମୟରୁ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚର୍ଚ୍ଚାରେ ରହିଥିଲା । ନିର୍ବାଚନ ପରେ ଏହି ହିଂସା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ପୂର୍ବରୁ ମଧ୍ୟ ବିଜେପି କର୍ମୀଙ୍କୁ ଆକ୍ରୋଶ ମୂଳକ…