Browsing Tag

Mamata banerjee saw lord jagannath

ଜଗାଙ୍କୁ ଦର୍ଶନ କଲେ ଦିଦି

ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ମମତାଙ୍କୁ ମହାପ୍ରଭ୍ରୁଙ୍କ ଫଟୋଚିତ୍ର ଓ ଖଣ୍ଡୁଆ ଉପହାର ଦେଇଥିଲେ ସେବାୟତ । ତିନି ଦିନିଆ ଓଡିଶା…