ଜଳବନ୍ଦୀରେ ମାଲକାନଗିରି; ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ, ବନ୍ୟା ପାଣିରେ ଭାସି ଜଣଙ୍କର ମୃତ୍ୟୁ
ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ । ବନ୍ୟା ପାଣିରେ ଭାସି ଜଣଙ୍କର ମୃତ୍ୟୁ । ରାସବେଡ଼ା ପଞ୍ଚାୟତ ମୁଦୁଲିଗୁଡ଼ା ଗାଁର ଘେନୁ ଚାଲାଣଙ୍କ ମୃତ୍ୟୁ ହୋଇଛି । ଗତକାଲି ଜମିକୁ ଯାଇ ଆଉ ଫେରିନଥିଲେ । ଆଜି ମୁଦୁଲିଗୁଡ଼ା-ମାଛାଗୁଡ଼ା ନାଳରୁ ମୃତଦେହ ଉଦ୍ଧାର ହୋଇଛି । କନ୍ୟାଶ୍ରମ, ଫାର୍ମ ହାଉସ,…