ଆରମ୍ଭ ହେଲା ମେକ୍ ଇନ ଓଡିଶା କନ୍କ୍ଲେଭ ଓଡ଼ିଶାକୁ ପସନ୍ଦର ପୁଞ୍ଜିନିବେଶସ୍ଥଳୀ ଭାବେ ଗଢିବାକୁ ରାଜ୍ୟ ସରକାରଙ୍କ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ଦ୍ୱିତୀୟ ବାର୍ଷିକ ବିଜ୍ନେସ ମେଗା ଇଭେଣ୍ଟ ‘ମେକ୍ ଇନ ଓଡିଶା କନ୍କ୍ଲେଭ’। ଓଡ଼ିଶାକୁ ଏକ ପସନ୍ଦର ପୁଞ୍ଜିନିବେଶସ୍ଥଳୀରେ ପରିଣତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ…