Browsing Tag

Mahila congrees

ରାଜ୍ୟରେ ନାବାଳିକା ସଂପୂର୍ଣ୍ଣ ଅସୁରକ୍ଷିତ,ଅଭିଯୋଗ କଲା ମହିଳା କଂଗ୍ରେସ

ଭୁବନେଶ୍ୱର (ବ୍ୟୁରୋ )ତା ୨.୧୧ – ଗତ ବୁଧବାର ବିଳମ୍ବିତ ରାତିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା (ଗଞ୍ଜାମ)ର ପୋଲସରାରେ ଯେଉଁ ହୃଦୟବିଦାରକ ଘଟଣା ଘଟିଯାଇଛି ତାହା ଓଡିଶାର ମହିଳାମାନଙ୍କ ପାଇଁ ଲଜ୍ଜା, ଦୁଃଖଦ ଓ ନିନ୍ଦନୀୟ ଘଟଣା । ରାତି ନ ପାହୁଣୁ ଶାସକ ଦଳର କର୍ମୀ ଠୁ ଆରମ୍ଭ କରି…